ଭୁବନେଶ୍ୱର(ଏଏନଏସ)୦୮/୧୦, ଆଜିଠାରୁ କଟକ ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଞ୍ଚ ହଜାର ଟଙ୍କା ପଇଠ କରି ଆବେଦନକାରୀ ଏହି ପଞ୍ଜିକରଣ କରିବେ । ଏହି ପ୍ରକ୍ରିୟା ଶେଷ ହେବା ପରେ ଆଗକୁ ବଢିବ ନିଲାମ ଅକ୍ସନ ପ୍ରକ୍ରିୟା। ମୋଟ ୧୪ ଶହ ପ୍ଲଟ ଆବଣ୍ଟନ ପାଇଁ ପ୍ରକିୟା ଆରମ୍ଭ କରିଛି ପ୍ରଶାସନ। ପୁରୁଣା ବ୍ୟବସାୟୀଙ୍କୁ ପ୍ଲଟ ଆବଣ୍ଟନରେ ଗୁରୁତ୍ୱ ଦିଆଯାଉ ନାହିଁ ଓ ପଞ୍ଜିକରଣ ପାଇଁ ପୂର୍ବ ଅପେକ୍ଷା ବହୁ ଗୁଣ ଅଧିକ ଅର୍ଥ ଧାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଆଶାୟୀ ବ୍ୟବସାୟୀ। ସମସ୍ତ ପ୍ରକ୍ରିୟାରେ ସ୍ୱଛତା ଅବଲମ୍ବନ କରାଯାଉଛି ବୋଲି କହିଛି ଜିଲ୍ଲା ପ୍ରଶାସନ । କୌଣସି କ୍ଷୁଦ୍ର ବ୍ୟବସାୟୀ ନିରାଶ ହେବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା