You are currently viewing ଆଜିଠୁ ଆରମ୍ଭ ହେଲା ପ୍ଲଟ ନିଲାମ କାର୍ଯ୍ୟ

ଆଜିଠୁ ଆରମ୍ଭ ହେଲା ପ୍ଲଟ ନିଲାମ କାର୍ଯ୍ୟ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୧୯/୧୦, କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହେଉଛି ପ୍ଲଟ ନିଲାମ କାର୍ଯ୍ୟ । କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା । ଗତକାଲି ଶେଷ ହୋଇଛି ପ୍ଲଟ ପାଇଁ ପଞ୍ଜିକରଣ। ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ ନେଇ ପାରିବେ । ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ପ୍ଲଟ ନିଲାମ କରାଯିବ। ପ୍ଲଟ ବୁକିଂ ପାଇଁ www.baliyatra.org କିମ୍ବା www.cuttack.nic.in ଲଗ ଇନ୍‌ କରିପାରିବେ । ମୋଟ ୧୪ ଶହ ପ୍ଲଟ ଆବଣ୍ଟନ କରାଯିବ। ନଭେମ୍ବର ୮ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା ।

ଅନ୍ୟମାନଙ୍କୁ ଜଣାନ୍ତୁ।