ଭୁବନେଶ୍ୱର, ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନରେ ଶିକ୍ଷା ଦିଆଯିବ। ଅକ୍ଟୋବର ୨୬ରୁ ନଭେମ୍ବର ୨ ପର୍ଯ୍ୟନ୍ତ ୬ ଦିନ ଧରି ବାଣିଜ୍ୟ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟରେ ପଢ଼ାଯିବ। ୨୬ ତାରିଖରେ ବାଣିଜ୍ୟ, ୨୭ରେ ରସାୟନ ବିଜ୍ଞାନ, ୨୮ ଓ ୨୯ରେ ଗଣିତ, ୩୦ରେ ଉଦ୍ଭିଦ ବିଜ୍ଞାନ ଓ ୨ ତାରିଖରେ ଜୀବ ବିଜ୍ଞାନ ବିଷୟରେ ପ୍ରସାରଣ ହେବ। ଶନିବାର ଓ ରବିବାର ବ୍ୟତୀତ ବାକି ଦିନରେ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଦୂରଦର୍ଶନରେ ଏହି ଶିକ୍ଷାଦାନ କାର୍ଯ୍ୟକ୍ରମ ପ୍ରସାରିତ ହେବ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା