ପଣାସଂକ୍ରାନ୍ତିରେ ଝଲସୁଛି ଶ୍ରୀମନ୍ଦିର

ପୁରୀ(ଅନନ୍ତ ସିଂ), ଆଜି ଓଡିଶା ଓଡିଆ ନବବର୍ଷ ପାଳନ କରୁଥିବାବେଳେ ଧୁମଧାମ ପାଳନରେ ଅଙ୍କୁଶ ଲଗାଇଛି କରୋନା କଟକଣା ।

ପରେ ବି ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ରଙ୍ଗବେରଙ୍ଗର ଫୁଲରେ ସଜେଇ ହୋଇଛି । କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ଶ୍ରୀମନ୍ଦିର ଦର୍ଶନ କିଛି ମାତ୍ରାରେ ମାନ୍ଦା ପଡିଛି । ତଥାପି ଦୂରରୁ ଶ୍ରୀମନ୍ଦିରର ଫୁଲ ସଜ୍ଜା ଦର୍ଶକ ତଥା ଶ୍ରଦ୍ଧାଳୁଙ୍କୁ ଆତ୍କୃଷ୍ଟ କରିପାରିଛି ।

Leave A Reply

Your email address will not be published.