ଉତ୍କଳୀୟ ଝଲକରେ ଝଲସିବ ଶ୍ରୀମନ୍ଦିର

ପୁରୀ, ଉତ୍କଳୀୟ ପରମ୍ପରା, ସଂସ୍କୃତିର ଝଲକ ଦେଖିବାକୁ ମିଳିବ ଶ୍ରୀମନ୍ଦିରରେ । ମନ୍ଦିରର ଥିବା ୮ଟି ଦ୍ୱାର ଏହିଭଳି ସୁସଜ୍ଜିତ ହେବ । ତେବେ ଏହାର ଡିଜାଇନ କିପରି ହେବ ସେ ନେଇ ନିଷ୍ପତ୍ତି ହୋଇନାହିଁ । ଏସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।

Leave A Reply

Your email address will not be published.