rajanikanth

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ। ଜୁନ୍ ୨୦୧୯ରୁ ଏଯାଏଁ ଉପବାଚସ୍ପତି ଦାୟିତ୍ୱରେ ଥିଲେ ରଜନୀକାନ୍ତ ସିଂ। ତେବେ ଇସ୍ତଫା ପରେ ରଜନୀକାନ୍ତଙ୍କୁ ସାଂଗଠନିକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି।  ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ରଜନୀକାନ୍ତ । ତାଙ୍କର ଇସ୍ତଫା ପରେ କାହାକୁ ଏହି ପଦ ଦିଆଯିବ ସେ ନେଇ ଚର୍ଚ୍ଚା ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।