ଭୁବନେଶ୍ୱର(ଏଏନଏସ)୧୫/୧୦, ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳରେ ଆଗାମୀ ୨୦୨୪ ନିର୍ବାଚନ ।ଇଁ ବଢିବାରେ ଲାଗିଛି ଆଶୟୀଙ୍କ ସଂଖ୍ୟା । ବର୍ତ୍ତମାନ ବିଧାୟକ ଥିବା ସତ୍ୟ ନାରାୟଣ ପ୍ରଧାନ କିଛି ଚାଟୁକାରଙ୍କ ବୋଲରେ ପରିଚାଳିତ ହେଉଥିବା ଦଳର ପୁରୁଖା କର୍ମୀମାନେ ଅଭିୋଗ କରୁଥିଲେ ହେଁ ତାଙ୍କ କଥା ବିଚାରକୁ ନିଆାଉ ନାହିଁ । ଦଳୀୟ ଶୃଙ୍ଖଳା ଭଙ୍ଗ ଆଶଙ୍କାରେ ଅବହେଳିତ କର୍ମୀ ମାନେ ମୁହଁ ଖୋଲିବାକୁ କୁଣ୍ଠାବୋଧ କରୁଥିବା ବେଳେ ରଣୁରର ୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟ ସଭା ସାଂସଦ ରବି ନାରାୟଣ ମହାାତ୍ରଙ୍କୁ ବିଧାୟକ ସତ୍ୟ ନାରାୟଣ ୍ରଧାନ ଦଳୀୟ ମିଟିଙ୍ଗକୁ ନ ଡାକିବା ଓ ସଂଗଠନରେ ଗୁରୁତ୍ୱ ନ ଦେବା ପରିସ୍ଥିତିକୁ ଅଧିକ ଜଟିଳ କରିଛି । ନୟାଗଡ ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକଙ୍କ ଘର ରଣୁର ବ୍ଲକରେ ହୋଇଥିଲେ ହେଁ ଦଳୀୟ ସଂଗଠନରେ ଦେବାଶିଷ ନିଜକୁ ସୁରକ୍ଷିତ ସ୍ଥାନରେ ରଖି ପାରିଛନ୍ତି ।

ଏପରି ସମୟରେ ରଣପୁର ବ୍ଲକ ନରେନ୍ଦ୍ରୁର ଗ୍ରାମ ପଞ୍ଚାୟତର ବଧିାଟଣାର ୁବକ ଆଲୋକ ଟ୍ଟନାୟକ ବିଜେଡି ଟିକେଟ ପାଇବା ପାଇଁ ଆଶା ବାନ୍ଧିଛନ୍ତି । ଜଣେ ଶିକ୍ଷିତ ଯୁବକ ହିସାବରେ ରାଜ୍ୟ ତଥା ରଣୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଅନେକ ସମାଜ ସେବା ସଂଗଠନ ସହ ଜଡିତହୋଇଥିବା ଜଣା ଡିଛି । ଗାଁକୁ ଗାଁ ବୋଲି ବିଜେଡିର ସଂଗଠନ କରୁଥିବା ଆଲୋକ ପଟ୍ଟନାୟକଙ୍କ ସପକ୍ଷରେ ଜନମତ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ସେ ମଧ୍ୟ ଆଶୟୀ ହୋଇ ପଡିବା ସ୍ୱଭାବିକ । ବର୍ତ୍ତମାନ ବିଧାୟକ ଥିବା ସତ୍ୟ ନାରାୟଣ ପ୍ରଧାନ ଦଳୀୟ ସଂଗଠନକୁ ଗୁରୁତ୍ୱ ଦେବା ଅପେକ୍ଷା ନିଜର ବ୍ୟକ୍ତିଗତ ନାମକୁ କିପରି ଅଧିକ ପ୍ରଚାର ହୋଇ ପାରିବ ସେଥିାଇଁ ଯଥେଷ୍ଟ ଧ୍ୟାନ ଦେଉଥିବା ନିର୍ବାଚନ ମଣ୍ଡଳୀରେ ଆଲୋଚନା ହେଉଛି । ଗତ କିଛି ଦିନ ତଳେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ୍ରଧାନ ରଣୁର ଗସ୍ତରେ ଆସି ରଣପୁରର ଆରାଧ୍ୟ ଠାକୁରାଣୀ ମା’ ମଣିନାଗଙ୍କ ୀଠରେ ପର୍ଯ୍ୟଟକ ବିଶ୍ରାମ ଗୃହ ଉଦଘାଟନ କରିବା ସହ ମଣିନାଗଙ୍କ ମୁଖ୍ୟ ତୋରଣକୁ ମଧ୍ୟ ଉଦଘାଟନ କରିଥିଲେ । ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ସବୁ ପ୍ରକଳ୍ପ ପାଇଁ ଲକ୍ଷାଧିକ ଟଙ୍କା ଦିଆଯାଇଥିବା ବେଳେ ଆଗାମୀ ଦିନରେ ଉପର ମଣି ନାଗକୁ ଯିବା ପାଇଁ ଏକ ର୍ରୋ୍ୟଟକ ବିଶ୍ରାମ ଗୃହ ଉଦଘାଟନ କରିବା ସହ ମଣିନାଗଙ୍କ ମୁଖ୍ୟ ତୋରଣକୁ ମଧ୍ୟ ଉଦଘାଟନ କରିଥିଲେ ।

ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ସବୁ ପ୍ରକଳ୍ପ ପାଇଁ ଲକ୍ଷାଧିକ ଟଙ୍କା ଦିଆଯାଇଥିବା ବେଳେ ଆଗାମୀ ଦିନରେ ଉପର ମଣି ନାଗକୁ ଯିବା ପାଇଁ ଏକ ରୋପ ୱେ କରାଯବି ବୋଲି ଘୋଷଣା କରିବା ରଣପୁର ରାଜନୀତିକୁ ସରଗରମ କରିଛି । ନିର୍ବାଚନ ଆଉ ଅଳ୍ପ ବର୍ଷ ବାକିଥିବା ବେଳେ ଯୁବ ନେତା ଆଲୋକ ଟ୍ଟନାୟକଙ୍କ ପ୍ରତିଯେଭଳି ଭାବେ ଜନ ସମର୍ଥନ ରହିଛି ଓ ତାଙ୍କର ଆତ୍ମ ବିଶ୍ୱାସ ରହିଛି ତାକୁ ଲକ୍ଷ୍ୟ କଲେ ୨୦୨୪ ନିର୍ବାଚନରେ ରଣୁର ରାଜନୀତିରେ ଏକ ବଡ ଧରଣର ରିବର୍ତ୍ତନ ହୋଇାରେ ବୋଲି ନୟାଗଡ ଜିଲ୍ଲାର ରାଜନୈତିକ ସମୀକ୍ଷକ ମାନେ ଅବଗଣନା ଆରମ୍ଭ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଶାସକ ଦଳର ଟିକେଟ କିଏ ହାତଉଛି ଓ ରଣରପୁର ରାଜନୈତିକ ପରିସ୍ଥିତି କେଉଁ ଆଡେ ଯାଉଛି ତାହା ସମୟ କହିବ ।