ବାଲେଶ୍ୱର, ବାଲେଶ୍ୱର ଜିଲ୍ଲାର ଔପଦାର ଦାରିପୋଖରୀ ଗାଁ ନିକଟରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଦାରିପୋଖରୀ ଗାଁ ନିକଟରେ ଥିବା ପୀଡ଼ାକଟା କେନାଲ ନିକଟରୁ ଏହି ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଏହାର ଆନୁମାନିକ ଓଜନ ପ୍ରାୟ ୩ କିଲୋଗ୍ରାମରୁ ଅଧିକ ହେବ ବୋଲି ଜଣାଯାଇଛି। ସୋର ଫରେଷ୍ଟ ଗାର୍ଡ଼ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିବା ପରେ ସୋର ବନ୍ୟପ୍ରାଣୀ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ