You are currently viewing ଦଶହରାରେ ବନ୍ଦ ହେବନି ଆରଟିଓ ଅଫିସ

ଦଶହରାରେ ବନ୍ଦ ହେବନି ଆରଟିଓ ଅଫିସ

ଭୁବନେଶ୍ୱର, ଚଳିତ ବର୍ଷ ଦଶହରାରେ ବନ୍ଦ ରହିବନାହିଁ ଆରଟିଓ ଅଫିସ । ଏନେଇ ଏସ୍‌ଟିଏ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି । ଆସନ୍ତା ୨୪ ଓ ୨୬ ତାରିଖରେ ଖୋଲାରହିବ ଆରଟିଓ ଅଫିସ ।  ଉଭୟ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଖୋଲା ରହିବ।

ଅନ୍ୟମାନଙ୍କୁ ଜଣାନ୍ତୁ।