ପିପିଲି: ସ୍ବର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲିରେ ହେବାକୁ ଯାଉଛି ଉପନିର୍ବାଚନ | ଯାହାକୁ ନେଇ ପୁରା ରାଜ୍ୟ ସହିତ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି |ପ୍ରଦୀପ ମହାରଥୀ ସରକାରୀ ଦଳର ଅର୍ଥାତ ବିଜେଡିରୁ ବିଧାୟକ ଥିଲେ ତାଙ୍କର ମୃତ୍ୟୁ ପରେ ଦଳର ସଭାପତି କାହାକୁ ଟିକେଟ ଦେବେ ତାକୁ ନେଇ ଛକାପଞ୍ଝା ଦେଖା ଦେଇଥିବାବେଳେ ଆଜି ଏନେଇ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପ୍ରତିକ୍ରିୟା ରଖିଛନ୍ତି ,ସେ କହିଛନ୍ତି ଆମ ପରିବାରରେ ପ୍ରାର୍ଥୀ ହେବା ନେଇ କୌଣସି ଦ୍ଵନ୍ଦ ନାହିଁ, ଆମେ ସବୁବେଳେ ମାଟି ପାଇଁ କାମ କରୁଛୁ, ଦଳ ଯାହାକୁ ପ୍ରାର୍ଥୀ କରିବ ଆମେ ସମର୍ଥନ କରିବୁ ,ଯାହାକୁ ବି ଦାୟିତ୍ୱ ମିଳିବ ମାଟିର ବିକାଶ ପାଇଁ କାମ କରିବୁ, ଯୁବକ, ମହିଳା ଓ ପିପିଲିର ଉନ୍ନତି ଆମର ପ୍ରସଙ୍ଗ ହେବ | ବାପାଙ୍କ ଅଧୁରା ସ୍ବପ୍ନ ଓ ବିକାଶମୂଳକ କାର୍ଯ୍ୟ ପୂରା କରିବା ମୋର ଲକ୍ଷ୍ୟ |
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍