You are currently viewing ପରଲୋକରେ ଖଣ୍ଡପଡାର ସାଲବେଗ ଭିକାରୀ ମହମ୍ମଦ

ପରଲୋକରେ ଖଣ୍ଡପଡାର ସାଲବେଗ ଭିକାରୀ ମହମ୍ମଦ

ନୟାଗଡ, ଆଧୁନିକ ଯୁଗର ସାଲ ବେଗ ଭିକାରୀ ମହମଦଙ୍କ ପରଲୋକ ଘଟିଛି । ଜଗନ୍ନାଥଙ୍କ ଭଜନ ଗାଇ ସେ ରାଜ୍ୟରେ ସାଲ ବେଗର ଇତିହାସକୁ ମନେ ପକାଇ ଦେଉଥିଲେ । ନୟାଗଡ଼ ଜିଲ୍ଲା ଖଣ୍ଡପଡାରେ ଜନ୍ମିତ ଏହି ଅଖଣ୍ଡ ପ୍ରତିଭାର ଅଧିକାରୀଙ୍କ କଟକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟରେ ଏଏନଏସ ପରିବାର ତରଫରୁ ଵିନମ୍ର ଶ୍ରଦ୍ଧାଞ୍ଜଳି ।

ଅନ୍ୟମାନଙ୍କୁ ଜଣାନ୍ତୁ।