You are currently viewing ସ୍ୱେଚ୍ଛାକୃତ ଅବସର ନେଲେ ସତ୍ୟଜିତ ମହାନ୍ତି

ସ୍ୱେଚ୍ଛାକୃତ ଅବସର ନେଲେ ସତ୍ୟଜିତ ମହାନ୍ତି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଦୀର୍ଘଦିନ ଧରି ପୋଲିସ ସେବାରେ ରହିବା ପରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି । ଗତ କିଛି ଦିନ ତଳେ ରାଜ୍ୟ ସରକାର ସତ୍ୟଜିତଙ୍କୁ ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ମନୋନୀତ କରିଥିଲେ । ୧୯୮୮ ବ୍ୟାଚର ଏହି ଆଇପିଏସ ଅଧିକାରୀ ଆଜିଠାରୁ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।