ଭୁବନେଶ୍ୱର, ଚଳିତ ବର୍ଷ କରୋନା ମହାମାରୀ ପାଇଁ ଅନେକ କାର୍ଯ୍ୟରେ ବାଧା ଉପୁଜିଛି । ବାହାଘର, ବ୍ରତଘରଠାରୁ ଆରମ୍ଭ କରି ସାମୂହିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସବୁଥରେ ରୋକ ଓ କଟକଣା ଲାଗିଛି । କରୋନା କଟକଣାକୁ ମାନି ଅଳ୍ପ ସଂଖ୍ୟକ ଲୋକ ଏକତ୍ରିତ ହୋଇ କାର୍ଯ୍ୟ ସମ୍ପାଦନ କରାଯାଉଛି । ସେହିଭଳି ଆଗକୁ ଆସୁଥିବା ନୂଆବର୍ଷକୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟିରେ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲଗାଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ହୋଟେଲ, କ୍ଲବ, କଲ୍ୟାଣମଣ୍ଡପ ଆଦି ବନ୍ଦ ରହିବ । ସେଠାକୁ କେହି ଜିରୋ ନାଇଟ ସେଲିବ୍ରେସନ ନିମନ୍ତେ ଜାଇପାରିବେ ନାହିଁ । ନିଜ ଘରେ ନୂଆବର୍ଷ ପାଳନ କରିବାକୁ ବିଏମ୍ସି କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ