ଭିଜିଲାନ୍ସ ଜାଲରେ ଏସଡିଏମଓ

ଭୁବନେଶ୍ୱର, ଏକ ଅପରେସନ କରିବା ପାଇଁ ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ରେଢ଼ାଖୋଲ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବିପିନ ସାହୁ । ରାଜ୍ୟ ଭିଜିଲାନ୍ସ ବିଭାଗ ତରଫରୁ ଲାଞ୍ଚୁଆ ଅଫିସରମାନଙ୍କ ଉପରେ ଲଗାତାର ଚଢ଼ଉ ଜାରି ରହିଥିଲେ ମଧ୍ୟ ବାବୁ ମାନଙ୍କର ମନୋବୃତ୍ତିରେ ପରିବର୍ତ୍ତନ ଆସୁନାହିଁ ।

Leave A Reply

Your email address will not be published.