ସିଲ୍ ହେଲା ବିଧାନସଭା ରାସ୍ତା

ଭୁବନେଶ୍ୱର, ଆଜି ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ବନ୍ଦ କରି ଦେଇଛି କମିଶନରେଟ୍ ପୁଲିସ୍। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ସିଲ୍ କରି ଦେଇଛି। ବାରମ୍ବାର ଆତ୍ମାହୁତି ଉଦ୍ୟମ ଯୋଗୁ କମିଶନରେଟ୍ ପୁଲିସ ପକ୍ଷରୁ ଏଭଳି କଟକଣା ଲାଗୁ କରାଯାଇଛି।

Leave A Reply

Your email address will not be published.