ଆଠଗଡ (୮.୧୦.୨୨) : ତିଗିରିଆ ଆଠଗଡ ଭିରୁଡାରେ ଅବକାରୀ ବିଭାଗ ଚଢାଉ କରିଥିଲେ । ଏହା ପରେ ଘରୁ ବାହାରିଥିଲା ଶହ ଶହ ଲିଟର ମଦ । ଦୁଇମହଲା ଘରୁ ବାହାରିଲା ଶହ ଶହ ଲିଟର ମଦ । ଅଠଗଡ ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ସ୍କ୍ୱାର୍ଡର ମିଳିତ ଚଢାଉ କରିଥିଲା । ଜବତ ହୋଇଥିବା ମଦକୁ ନଷ୍ଟ କରାଯାଇଛି । ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶରେ ସେଣ୍ଟ୍ରାଲ ଅବକାରୀ ସ୍କ୍ୱାର୍ଡ, ଆଠଗଡ ଅବକାରୀ ବିଭାଗ, ନରସିଂହପୁର ଅବକାରୀ ବିଭାଗ ଓ ତିଗିରିଆ ପୋଲିସ ମିଳିତ ସହଯୋଗରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଚଢାଉ ସମୟରେ କୌଣସି ମାଫିଆ ଗିରଫ ହୋଇ ନଥିବା ଜଣା ପହିଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ