ଭୁବନେଶ୍ୱର-୩୦.୦୪.୨୦୨୧, ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିଛି କମିଶନରେଟ ପୋଲିସ । କଟକର ବାରଙ୍ଗ ନିକଟରେ ଶେଖ ବାବୁକୁ ଧରିବାକୁ କମିଶନରେଟର ସ୍ପେଷାଲ୍ ସ୍ୱାଡ୍ ଉଦ୍ୟମ କରୁଥିଲା । ସେହି ସମୟରେ ଶେଖ ବାବୁ ପ୍ରଥମେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ପରେ ପୋଲିସ ଗୁଳିଚାଳନାରେ ଶେଖ ବାବୁ ର ଗୋଡରେ ଗୁଳି ବାଜିଥିଲା । ପରେ କମିଶନରେଟ ପୋଲିସ ଶେଖ ବାବୁକୁ ଗିରଫ କରି ଏସସିବିରେ ଭର୍ତ୍ତି କରିଥିଲା । ଶେଖ ବାବୁ ନାଁରେ ରହିଛି ୨୧ରୁ ଅଧିକ ଅପରାଧୀ ମାମଲା । ଏଠାରେ ସୂଚନାଯୋଗ୍ୟ ଯେ, ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ମାମଲାରେ ଫେରାର ଥିଲା ଶେଖ ବାବୁ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍