ଭୁବନେଶ୍ୱର: ଓଲିଉଡ଼ ଅଭିନେତା ସିଦ୍ଧାର୍ଥ ମହାପାତ୍ର ପୁଣି ଫେରିଲେ ଛୋଟ ପରଦାକୁ | ଜୀସାର୍ଥକରେ ୨୫ ତାରିଖଠାରୁ ପ୍ରସାରଣ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ‘କେମିତି କହିବି କହ’ ଯେଉଁଥିରେ ନଜର ଆସିବେ ସିଦ୍ଧାର୍ଥ | ‘କେମିତି କହିବି କହ’ ଧାରାବାହିକରେ ନାୟକ ସିଦ୍ଧାର୍ଥ ଥିବାବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ଓଲିଉଡର ସୁନ୍ଦରୀ ସୁପ୍ରିୟା |ଧାରାବାହିକର ପୋଷ୍ଟର ରିଲିଜ ହେବ ପରେ ଦର୍ଶକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଛି | ଅପେକ୍ଷା କରିଛନ୍ତି ୨୫ତାରିଖର ରାତି ୮ଟା କୁ | ୨୫ତାରିଖ ରାତି ୮ଟାରେ ‘କେମିତି କହିବି କହ’ ଧାରାବାହିକ ଜୀସାର୍ଥକରେ ପ୍ରସାରଣ ହେବ |
ଓଡ଼ିଆରେ ଏହା ଏକ ବ୍ୟୟବହୁଳ ଧାରାବାହିକ । ଯେଉଁଥିରେ ହେଲିକପ୍ଟରର ବ୍ୟବହାର ହୋଇଛି । ବଡ଼ କଥା ହେଲା ପ୍ରଥମ ଥର ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ସମସ୍ତ ବୈଶିଷ୍ଟ୍ୟକୁ ନେଇ ଧାରାବାହିକଟି ନିର୍ମିତ ହୋଇଛି । ଆଉ ଏହା ପଛରେ ରହିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା ଓ ତାଙ୍କ ଏକେପି ପ୍ରଡକ୍ସନ୍ ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ