ଭୁବନେଶ୍ୱର, କିଛିଦିନ ହେବ ଶୀତର ପ୍ରକୋପ କମ୍ ଥିବାବେଳେ, ଏବେ ପୁଣିଥରେ ରାଜ୍ୟକୁ ଫେରିଛି ଶୀତ । ରାଜ୍ୟର ୯ଟି ସହରର ପାରଦ ୧୧ଡିଗ୍ରୀ ତଳେ ରହିଛି । ସେ ମଧ୍ୟରୁ ସବୁଠାରୁ ଥଣ୍ଡା ସହର ଫୁଲବାଣୀ । ସେଠାରେ ତାପମାତ୍ରା ୫.୮ଡିଗ୍ରୀ ରହିଛି । ତାଛଡ଼ା ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବଲାଙ୍ଗୀର, ସୋନପୁର, ଭବାନୀପାଟଣା, ସମ୍ବଲପୁର ସହରର ତାପମାତ୍ରା ମଧ୍ୟ ୧୧ଡିଗ୍ରୀ ତଳେ ରହିଛି ।
ଏପଟେ ରାଜଧାନୀର ରାଜରାସ୍ତା ଧୂଆଁମୟ ହୋଇଯାଇଛି । କୁହୁଡ଼ୀର ଚଦର ତଳେ ଘୋଡ଼ି ହୋଇଛି ରାଜଧାନୀ । ସକାଳ ୧୦.୩୦ପର୍ଯ୍ୟନ୍ତ କୁହିଡ଼ୀର ଆସ୍ତରଣ ରାଜଧାନୀରେ ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ତାପମାତ୍ରା ୧୬ଡିଗ୍ରୀ ଥିବାବେଳେ, କଟକର ତାପମାତ୍ରା ୧୫ଡିଗ୍ରୀ ଥିବା ଜଣାପଡ଼ିଛି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST