ଧରାପଡ଼ିଲେ ସାପ ବିଷ ସ୍ମଗଲର

ଭୁବନେଶ୍ୱର, ରାଜଧାନୀରେ ସାପ ବିଷ ସ୍ମଗଲରଙ୍କୁ ଧରିଲା ପୋଲିସ । ଡିଲ ସମୟରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ୧୦ ଲକ୍ଷ ଟଙ୍କାର ଡିଲ ବେଳେ ଧରାପଡିଲେ ସ୍ମଗଲର । ଅଭିଯୁକ୍ତଙ୍କଠାରୁ ସାପ ବିଷ. ଦୁଇଟି ବୋତଲ ଓ ସିରିଞ୍ଜ ଜବତ ହୋଇଛି । ସାପ ବିଷକୁ ଟେଷ୍ଟିଂ ପାଇଁ ଲ୍ୟାବ ପଠାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.