You are currently viewing ଶାଶୁକୁ ହତ୍ୟା କଲା ଜ୍ୱାଇଁ

ଶାଶୁକୁ ହତ୍ୟା କଲା ଜ୍ୱାଇଁ

  • Post category:ଓଡିଶା
  • Reading time:1 mins read

ରାଉଲକେଲା(୨୫.୦୧.୨୩) : ଶାଶୁକୁ ହତ୍ୟା କଲା ଜ୍ୱାଇଁ । ହତ୍ୟା ବେଳେ ବଞ୍ଚାଇବାକୁ ଯାଇଥିବା ଶଶୁର ଆକ୍ରମଣର ଶିକାର । ଗୁଣିଗାରେଡି ସନ୍ଦେହରେ ଶାଶୁକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।ରାଉରକେଲା କାତେପୁର ସ୍କୁଲ ଟୋଲା ଅଞ୍ଚଳରୁ ଆସଛି ଏହି ହତ୍ୟାକାଣ୍ଡ ଅଭିଯୋଗ । ସୂଚନା ଅନୁଯାୟୀ, ମୋନା କୁମହର ନାମକ ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଶାଶୁଙ୍କୁ ହତ୍ୟା କରିବା ପରେ ଶଶୁରଙ୍କୁ ଆକ୍ରମଣ କରିଥିଲେ । ବିସ୍ରା ପୋଲିସ ମୋନା କୁମହରକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।