ସ୍ପୁଟନିକ-ଭି ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ, ଭାରତରେ ସ୍ପୁଟନିକ-ଭି ଟିକାକୁ ମିଳିଲା ମଞ୍ଜୁରୀ । କୋଭାକ୍ସିନ ଓ କୋଭିସିଲ୍ଡ ଟିକା ପରେ ତୃତୀୟ ଟିକା ଭାବେ ସ୍ପୁଟନିକ-ଭିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଭାରତ ସରକାର । ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଋଷ ପ୍ରସ୍ତୁତ ସ୍ପୁଟନିକ-ଭିକୁ ମଞ୍ଜୁରୀ ମିଳିଥିବା ସୂଚନା ।

Leave A Reply

Your email address will not be published.