You are currently viewing ପାଳିତ ହୋଇଯାଇଛି ବିଶ୍ଵ ଶ୍ରମିକ ଦିବସ

ପାଳିତ ହୋଇଯାଇଛି ବିଶ୍ଵ ଶ୍ରମିକ ଦିବସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ)୦୧/୦୪, ଆଜି ୧୩୭ ତମ ବିଶ୍ଵ ଶ୍ରମିକ ଦିବସ “ସୂଚନା ଭବନ” ଓ “ବିଜୁ ଶ୍ରମିକ ସାମୁକ୍ଷ୍ୟ” କାର୍ଯ୍ୟାଳୟ ଠାରେ ପାଳିତ ହୋଇଛି, ଏଥିରେ ମୁଖ୍ୟ ଅତିଥି ଆଜି ୧୩୭ ତମ ବିଶ୍ଵ ଶ୍ରମିକ ଦିବସ “ସୂଚନା ଭବନ” ଓ “ବିଜୁ ଶ୍ରମିକ ସାମୁକ୍ଷ୍ୟ” କାର୍ଯ୍ୟାଳୟ ଠାରେ ପାଳିତ ହୋଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶ୍ରମମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂହ ମହୋଦୟ ଯୋଗ ଦେଇ ସର୍ବଦା ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଏ ସରକାର ବଧପରିକର ଏଥିରେ ଦ୍ଵିମତ ନାହିଁ ଏବଂ କଟକ ମେୟର ଶ୍ରୀଯୁକ୍ତ ସୁବାଷ ସିଂ ମହୋଦୟ ସରକାରଙ୍କ ଶ୍ରମିକ ମାନଙ୍କ କଲ୍ୟାଣ କାରି ଯୋଜନା ଉପରେ ଆଲୋକପାତ କରିଥିଲେ , ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ନବକିଶୋର ମହାନ୍ତି ଙ୍କ ସଭାପତିତ୍ଵରେ ସଭା ଆୟୋଜନ କରାଯାଇଥିଲା ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଡକ୍ଟର ରମେଶ ଚନ୍ଦ୍ର ଚାଉପଟନୟକ,ଶ୍ରମ ସଚିବ ଓଡ଼ିଶା ସରକାର ଓ ଅନ୍ୟାନ୍ୟ ବହୁ ମାନ୍ୟଗନ ବ୍ୟକ୍ତି ଉପସ୍ଥିତ ରହି ଶ୍ରମିକ ମାନଙ୍କ କଲ୍ୟାଣ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସରକାରଙ୍କ ଶ୍ରମମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂହ ମହୋଦୟ ଯୋଗ ଦେଇ ସର୍ବଦା ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଏ ସରକାର ବଧପରିକର ଏଥିରେ ଦ୍ଵିମତ ନାହିଁ ଏବଂ କଟକ ମେୟର ଶ୍ରୀଯୁକ୍ତ ସୁବାଷ ସିଂ ମହୋଦୟ ସରକାରଙ୍କ ଶ୍ରମିକ ମାନଙ୍କ କଲ୍ୟାଣ କାରି ଯୋଜନା ଉପରେ ଆଲୋକପାତ କରିଥିଲେ ।

ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ନବକିଶୋର ମହାନ୍ତି ଙ୍କ ସଭାପତିତ୍ଵରେ ସଭା ଆୟୋଜନ କରାଯାଇଥିଲା ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଡକ୍ଟର ରମେଶ ଚନ୍ଦ୍ର ଚାଉପଟନୟକ,ଶ୍ରମ ସଚିବ ଓଡ଼ିଶା ସରକାର ଓ ଅନ୍ୟାନ୍ୟ ବହୁ ମାନ୍ୟଗନ ବ୍ୟକ୍ତି ଉପସ୍ଥିତ ରହି ଶ୍ରମିକ ମାନଙ୍କ କଲ୍ୟାଣ ଉପରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।