୧. ୧୦୦ ଟପିଲା ଟମାଟୋ ଦର । ରାଜଧାନୀରେ ଆଜି ଟମାଟୋ କିଲୋ ପିଛା ଦର ୧୨୦ ରେ ପହଞ୍ଚିଛି ।
୨. ବରଗଡ ଜିଲ୍ଲା ମେଳ୍‌ଛାମୁଣ୍ଡା ଅଞ୍ଚଳରେ ବରଯାତ୍ରୀଙ୍କ ସହ ନାଚିବାକୁ ମନା କରିବାରୁ କନ୍ୟାର ମା’ଙ୍କୁ ହତ୍ୟା କରାଯାଇଛି ।
୩ ଟ୍ରେନିଂ ସମୟରେ ହେଲିକେପ୍ଟର ଦୁର୍ଘଟଣା ଯୋଗୁ ସମ୍ଲଲପୁର ବାହାମ ଗ୍ରାମର ଓଡିଆ ପାଇଲଟ ଗୋପାଳକୃଷ୍ଣ ପଣ୍ଡା ବୋଲି ଜଣା ପଡିଛି ।
୪. ଚଳଚଞ୍ଚଳ ହୋଇଉଠିଲାଣି ପୁରୀ ରଥଖଳା । ଆଗେଇ ଚାଲିଛି ରଥ କାର୍ଯ୍ୟ ।
୫. ଆସୁଛି ଆଉ ଏକ ଲଘୁଚାପ । ୧୩ରୁ ୧୯ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏହି ଲଘୁଚାପ ।
୬. ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପାହାଳ ଥାନା ପୋଲିସ ।
୭.ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର ହେଲା ନବନିବାହିତ ଡାକ୍ତରଙ୍କ ମୃତ ଦେହ ।
୮.ବଦଳିବ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପରିକ୍ରମା ମାର୍ଗ ନକ୍ସା । ୧୦୦ ମିଟର ପରଧି ବାହାରେ ନିର୍ମାଣ ହେବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ ।
୯.ଭୋଜିଖାଇ ଫେରୁଥିବା ବେଳେ ବରଯାତ୍ରୀ ଗାଡି ଓଲଟି ୭ ଜଣ ଆହାତ ହୋଇଛନ୍ତି ।
୧୦. ଚତୁର୍ଥ ଏବଂ ଦ୍ୱାଦଶ ଶ୍ରେଣୀରେ ପିଲା ପଢିବେ ବିପର୍ଯ୍ୟୟ ପରିଚାଳନା ପାଠ

Leave A Reply

Your email address will not be published.

19 − five =