୧. ୧୦୦ ଟପିଲା ଟମାଟୋ ଦର । ରାଜଧାନୀରେ ଆଜି ଟମାଟୋ କିଲୋ ପିଛା ଦର ୧୨୦ ରେ ପହଞ୍ଚିଛି ।
୨. ବରଗଡ ଜିଲ୍ଲା ମେଳ୍ଛାମୁଣ୍ଡା ଅଞ୍ଚଳରେ ବରଯାତ୍ରୀଙ୍କ ସହ ନାଚିବାକୁ ମନା କରିବାରୁ କନ୍ୟାର ମା’ଙ୍କୁ ହତ୍ୟା କରାଯାଇଛି ।
୩ ଟ୍ରେନିଂ ସମୟରେ ହେଲିକେପ୍ଟର ଦୁର୍ଘଟଣା ଯୋଗୁ ସମ୍ଲଲପୁର ବାହାମ ଗ୍ରାମର ଓଡିଆ ପାଇଲଟ ଗୋପାଳକୃଷ୍ଣ ପଣ୍ଡା ବୋଲି ଜଣା ପଡିଛି ।
୪. ଚଳଚଞ୍ଚଳ ହୋଇଉଠିଲାଣି ପୁରୀ ରଥଖଳା । ଆଗେଇ ଚାଲିଛି ରଥ କାର୍ଯ୍ୟ ।
୫. ଆସୁଛି ଆଉ ଏକ ଲଘୁଚାପ । ୧୩ରୁ ୧୯ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏହି ଲଘୁଚାପ ।
୬. ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପାହାଳ ଥାନା ପୋଲିସ ।
୭.ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର ହେଲା ନବନିବାହିତ ଡାକ୍ତରଙ୍କ ମୃତ ଦେହ ।
୮.ବଦଳିବ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପରିକ୍ରମା ମାର୍ଗ ନକ୍ସା । ୧୦୦ ମିଟର ପରଧି ବାହାରେ ନିର୍ମାଣ ହେବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ ।
୯.ଭୋଜିଖାଇ ଫେରୁଥିବା ବେଳେ ବରଯାତ୍ରୀ ଗାଡି ଓଲଟି ୭ ଜଣ ଆହାତ ହୋଇଛନ୍ତି ।
୧୦. ଚତୁର୍ଥ ଏବଂ ଦ୍ୱାଦଶ ଶ୍ରେଣୀରେ ପିଲା ପଢିବେ ବିପର୍ଯ୍ୟୟ ପରିଚାଳନା ପାଠ
ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତିଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭରରାସ୍ତା କଡରେ ମୃତଦେହନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତକେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼ପୁଣି ଆସୁଛି କାଳବୈଶାଖୀଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ଅଭିଯୋଗରେ ଥାନରେ ଏତାଲା