୧. ଆଜିଠୁ ଆରମ୍ଭ ହେଲା ରଥ କାର୍ଯ୍ୟ ଏବଂ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ।
୨.କିଡନୀରେ ଷ୍ଟୋନ ହୋଇଥିବା କାରଣରୁ ବଲିଉଡ୍‌ରେ ଭର୍ତ୍ତି ହେଲେ ବଲିଉଡର କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ।
୩.ବାଲୁକା କଳା ମାଧ୍ୟମରେ ରଥକାର୍ଯ୍ୟ ଶୁଭାରମ୍ଭର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
୪. ଅସ୍ତରଙ୍ଗ ଓ ନିମାପଡା ରାସ୍ତାରେ ୫ଜଣଙ୍କ ଉପରେ ମାଡିଗଲା ବୋଲେରୋ ।
୫.ପୁରୀରେ ଲୋକାର୍ପଣ ହେଲା ବିଭିନ୍ନ ଯାଗା ଓ ଉଦ୍ୟାନ ।
୬. ଆସନ୍ତା ୭ ତାରିଖରେ ମିଳିବ ବାତ୍ୟାର ସ୍ପଷ୍ଟ ଚିତ୍ର ।
୭. ଅନୁଗୁଳ ଜିଲ୍ଲା ବରଡାକଟା ଗାଁରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ।
୮. କୃଷି ମନ୍ତ୍ରୀ କହିଲେ ଏଣିକି ଘରେ ରହି ଚାଷ କରିବେ ଯୁବ ଗୋଷ୍ଠୀ ।
୯.କେନ୍ଦୁଝର ଜିଲ୍ଲାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।
୧୦. ନୂଆପଡା ଜିଲ୍ଲାରେ ଝଡବର୍ଷା ସହ କୂଆ ପଥର ମାଡ, ବିଦ୍ୟୁତ ସରବରାହ ବନ୍ଦ

Leave A Reply

Your email address will not be published.

1 × 5 =