ANS SUPERFASTNEWS [email protected]

୧. ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ତାଙ୍କୁ ୫ଟି ବୁଲେଟ ପ୍ରୁଫ କାର ଓ ଜେଡ୍‌ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।
୨. ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନିକଟରେ ଏକ ତେଲ ବୋଝେଇ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ।
୩. ସମ୍ବଲପୁର ପାହାଡିଆ ସାପଲହରା ଗାଁରେ ଏକ ପୋଖରୀରେ ଦୀର୍ଘ ପାଞ୍ଚ ଦିନ ଧରି ପଡିରହିବା ପରେ ଶେଷରେ ମୃତ୍ୟୁବରଣ କରିଛି ଦନ୍ତାହାତୀ ।
୪. ମହାରାଷ୍ଟ୍ର ରାଜନୀତିରେ ଦେଖାଦେଇଛି ମହାସଙ୍କଟ ।
୫. ଭୁବନେଶ୍ୱରରୁ ବହୁୂଳ ପରିମାଣର ଗଞ୍ଚେଇ ଜବତ । ପୁଷ୍ପା ଷ୍ଟାଇଲରେ ଚାଲାଣ ହେଉଥିଲା ଗଞ୍ଜେଇ ।
୬. ସୁନ୍ଦରଗଡ ଜିଳ୍ଲାରେ ଘରୋଇ କଳହକୁ ନେଇ ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ।
୭. ଏଆଇଏଫଏଫ ସ୍କାଉଟିଂ ଦାୟିତ୍ୱରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ।
୮. ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୧୩ ଜିଳ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।
୯. ଭୁବନେଶ୍ୱରରେ ଡେଙ୍ଗୁ ଦମନ ପାଇଁ ବିଏମସିର ବଡ ନିଷ୍ପତ୍ତି । ପ୍ରତି ଗୁରୁବାର ଓ ରବିବାର ପାଳନ ହେବ ଡ୍ରାଏ ଡେ ।
୧୦. ବାଲେଶ୍ୱର ଜିଲ୍ଲାରେ ବସ୍ତା ଥାନା ଅନ୍ତର୍ଗତ ପଡିଆରେ ପଡିଥିବା ମୀନା ବଜାରକୁ ବୁଲିବାକୁ ଆସିଥିବାବେଳେ ସାମାମନ୍ୟ ବଚସାରୁ ତୁମୁଳ କାଣ୍ଡ । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ।

Leave A Reply

Your email address will not be published.

ten − 7 =