You are currently viewing ରାଜ୍ୟରେ ୪ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ

ରାଜ୍ୟରେ ୪ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ମୌସୁମୀ ଯିବା ପରେପରେ ରାଜ୍ୟରେ ଅନୁଭୂତ ହେଲାଣି ଶୀତ । ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଥିବା ରେକର୍ଡ଼ କରାଯାଇଛି । ଯଥାକ୍ରମେ ସୋନପୁର, ଅନୁଗୁଳ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି । ସୋନପୁର ସହରର ତାପମାତ୍ରା ୧୨.୮ଡିଗ୍ରୀ ରହିଥିବା ରେକର୍ଡ଼ କରାଯାଇଛି । ତା’ଛଡ଼ା ରାଜଧାନୀରେ ମଧ୍ୟ ଶୀତର ପ୍ରଭାବ ରହିଛି । ନଭେମ୍ବର ମାସରୁ ଶୀତର ପ୍ରକୋପ ବଢ଼ିବ ବୋଲି ଅନୁମାନ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।