ଭୁବନେଶ୍ୱର(ଏଏନଏସ)୦୫/୧୦, OLA ସ୍କୁଟି ଦେବାକୁ କହି ୪୮ ହଜାର ୫୦୦ ଟଙ୍କା ଠକି ନେଲେ ସାଇବର ଠକ । ଖୋର୍ଦ୍ଧା ଜିଲ୍ଲାର ଆଲୋକ ମଲ୍ଲଙ୍କୁ OLA ସ୍କୁଟି ଦେବା କଥା କହି ଦୁଇ ଫେଜରେ ପାଖା ପାଖି ୪୮ ହଜାର ଟଙ୍କାରୁ ଅଧିକ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଆଲୋକ ସ୍କୁଟି କିଣିବା ପାଇଁ OLA ଆପରେ ବୁକ କରିଥିଲେ । ପରେ ଆଲୋକଙ୍କୁ ସଙ୍ଗେ ସଙ୍ଗେ ଫୋନ କରିଥିଲେ ସାଇବର ଠକ । ଆକାଉଣ୍ଟ ଡିଟେଲସ ଦେଇ ଟଙ୍କା ପଠେଇବା ପାଇଁ କହିଥିଲେ । ଦୁଇ ଫେଜରେ ଟଙ୍କା ପଠାଇବା ପରେ ଆଲୋକ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ଏହାପରେ ଟଙ୍କା ପଠାଇବା ବନ୍ଦ କରିଦେଇଥିଲେ । ଆଜି ଏ ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆଲୋକ ମଲ୍ଲ ।
ଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପଜାଣନ୍ତୁ ବିଲେଇ ଘରେ ମରିବା ଶୁଭ ନା ଅଶୁଭANS NEWS SUPERFAST [email protected]ଗୋଟେ ଲିମିଟ୍ ଠାରୁ ଅଧିକ ଲୁଣ ସାଜିପାରେ ମୃତ୍ୟୁର କାରଣ