You are currently viewing ଗାତରେ ପଡି ଶିଶୁ କନ୍ୟା ମୃତ

ଗାତରେ ପଡି ଶିଶୁ କନ୍ୟା ମୃତ

  • Post category:ଓଡିଶା
  • Reading time:1 mins read

ଚିତ୍ରକୋଣ୍ଡା(୨.୨.୨୩) :   ରାସ୍ତା କାମ ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡ଼ି ଦୁଇଟି ଶିଶୁ କନ୍ୟା ମୃତ। ଏଭଳି ଅଭାନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପ ସାହିରେ। ସୁଭଦ୍ରା କମାର  ଏବଂ ସୁମୀ ଜାନମ  ଏହି ଦୁହେଁ ଖେଳୁଥିବା ସମୟରେ ଗାତରେ ଖସି ପଡିଥିବା ଆଶଙ୍କା କରାଯାଉଛି। ଗାତରେ ପାଣି ଭରି ରହିଥିବାରୁ ଏଭଳି ଘଟଣା ହୋଇଥିବା ଜଣାପଡିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।