ପରୀ ହତ୍ୟା ଘଟଣାକୁ ନେଇ ରାଜଭବନ ଆଗରେ ବିଜେପିର ଧାରଣା

ନୟାଗଡର ଶିଶୁ କନ୍ୟା ପରୀ ହତ୍ୟା ଘଟଣା ଦିନକୁ ଦିନ ଜୋର ଧରିବାରେ ଲାଗିଛି । ରାଜଭବନ ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ସାମିଲ ହୋଇଛନ୍ତି । ଅରୁଣ ସାହୁଙ୍କୁ ଦଳରୁ ବହିଷ୍କାର କରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ନେତାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.