ନୟାଗଡରୁ ପୁରୀ ଅଭିମୁଖେ ବାହାରିଲା ରଥକାଠ

ଭୁବନେଶ୍ୱର- ପୁରୀରେ ରଥ ନିର୍ମାଣ ପାଇଁ ଚଳିତ ବର୍ଷର ପ୍ରଥମ କାଠ ଆଜି ପୁରୀରେ ପହଞ୍ଚିବ । ଆଜି ନୟାଗଡରୁ ପୁରୀ ଅଭିମୁଖେ ବାହାରିଛି ରଥ ନିର୍ମାଣ ପାଇଁ ବ୍ୟବହୃତ କାଠ । ଏହି ରଥ କାଠ ନୟାଗଡ ଦଶପଲ୍ଲା ବନାଞ୍ଚଳରୁ ଆସିଛି । ୨ ଟି ଟ୍ରକରେ ଏହି ରଥ କାଠ ପୁରୀ ନିଆଯିବାର ବ୍ୟବସ୍ଥା କରାଯାଇଛି । ରଥ କାଠ ଅନୁକୂଳ ପୂଜା ସରିବା ପରେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି କାଠ ବୋଝେଇ ଟ୍ରକ ।

Leave A Reply

Your email address will not be published.