କୁଚିଣ୍ଡା (୬.୧୦.୨୨) : ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରୁ ୨ଟି ହତୀର ମୃତ ଦେହ ଠାବ କରାଯାଇଛି । ମୃତ ହାତୀ ଦ୍ୱୟ ଗୋଟିଏ ମାଈ ହାତୀ ହୋଇଥିବା ବେଳେ ଗୋଟିଏ ଦନ୍ତାହାତୀ ହୋଇଥିବା ସୂଚନା ମିଳିଛି। ଗତକାଲି ହାତୀ ଦୁଇଟି କ୍ଷେତକୁ ଧାନ ଫସଲ ଖାଇବାକୁ ଆସିଥିଲେ। କ୍ଷେତରେ କୀଟ ନାଶକ ପଡ଼ିଥିବା ବେଳେ ହାତୀ ଦୁଇଟି ଏହି ଫସଲ ଖାଇଥିଲେ। ବିଷକ୍ରୀୟା ଯୋଗୁ ହାତୀ ଦୁଇଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତେବେ ହାତୀ ଦୁଇଟିର କିପରି ମୃତ୍ୟୁ ଘଟିଲା ପ୍ରକୃତ କାରଣ ଜଣାପଡ଼ି ନାହିଁ। ଆଜି ସକାଳେ ହାତୀ ଦୁଇଟି ମରିପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା