You are currently viewing କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କଲେ ପ୍ଲାନେଟ ଡେଭ୍‌ଲପ ଫାଉଣ୍ଡେସନ

କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କଲେ ପ୍ଲାନେଟ ଡେଭ୍‌ଲପ ଫାଉଣ୍ଡେସନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ପ୍ଲାନେଟ ଡେଭ୍‌ଲପ ଫାଉଣ୍ଡେସନ ତରଫରୁ ରସୁଲଗଡ ସ୍ଥିତ ଜିଜିପି କଲୋନୀଠାରେ କୋଭିଡ ଯୋଦ୍ଧାମାନଙ୍କୁ ଡାବର କମ୍ପାନୀ ସହଯୋଗରେ ଆମଲା ଜୁସ, ପେଷ୍ଟ,ଲେମ୍ବୁ ରସ ଓ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ କରାଯାଇଥିଲା ।

ଏହି ବଣ୍ଟନ ଉତ୍ସବରେ ପ୍ଲାନେଟ ଫାଉଣ୍ଡେସନ ତରଫରୁ ସତ୍ୟଜିତ ମହାନ୍ତି, ଶାନ୍ତୁନୁ ମିଶ୍ର, ଭବାନୀ ନାୟକ ସୁଜିତ ମହାନ୍ତି ପ୍ରମୁଖ ଯୋଗ ଦେଇ କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।