ରାଉରକେଲା, ରାଉରକେଲାରେ ଉଡିବ ରାଜ୍ୟର ଉଚ୍ଚତମ ପତାକା ସ୍ତମ୍ଭ । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରାୟ ୨୩୦ ଫୁଟ ଉଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି । ସ୍ତମ୍ଭ ସ୍ଥାପନ ହୋଇସାରିଛି କିନ୍ତୁ ତା ଚାରି ପାଖର ନିର୍ମାଣ କାର୍ଯ୍ୟ ସରିନାହିଁ ତେଣୁ ଏହାର ଉଦଘାଟନ ତାରିଖ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଘୋଷଣା କରାଯାଇନାହିଁ ।
ଉଲ୍ଲେଖନୀୟ ଯେ, ବର୍ତ୍ତମାନ କଟକ ହାଇକୋର୍ଟ ପରିସରରେ ଥିବା ୨୧୫ ଫୁଟ୍ ଊଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭ ଓଡ଼ିଶାର ଉଚ୍ଚତମ ପତାକା ସ୍ତମ୍ଭର ମାନ୍ୟତା ପାଉଛି । ବର୍ତ୍ତମାନ ରାଉରକେଲାରେ ତିଆରି କରାଯାଉଥିବା ଏହି ପତାକାସ୍ତମ୍ଭର ଉଦଘାଟନ ସରିଲେ ଏହା ରାଜ୍ୟରେ ଉଚ୍ଚତମ ସ୍ତମ୍ଭର ମାନ୍ୟତା ପାଇବ ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ