You are currently viewing ବିଧାନସଭାରେ ଉଠିଲା ଲୋୟର ପିଏମଜିରେ ହୋଇଥିବା ଖଣ୍ଡଯୁଦ୍ଧ ପ୍ରସଙ୍ଗ

ବିଧାନସଭାରେ ଉଠିଲା ଲୋୟର ପିଏମଜିରେ ହୋଇଥିବା ଖଣ୍ଡଯୁଦ୍ଧ ପ୍ରସଙ୍ଗ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୧.୩.୨୩) :   ଚାଲିପାରିଲାନି ପ୍ରଶ୍ନକାଳ, ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ।   ଆଜି ବିଧାନସଭା ଆରମ୍ଭରୁ ଗୃହରେ ଉଠିଥିଲା ଲୋୟର ପିଏମଜି ଖଣ୍ଡଯୁଦ୍ଧ ପ୍ରସଙ୍ଗ । ବିରୋଧୀ ବିଜେପି ଏହି ପ୍ରସଙ୍ଗ ଉଠାଇବା ସହ ଲୋୟର ପିଏମଜିରେ ବିଜେପି କର୍ମୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଗୃହରେ ହୋହଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀ ବିଜେପି ସଦସ୍ୟ ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଥିଲେ । ଫଳରେ ସ୍ୱାଭାବିକ ହୋଇପାରିନଥିଲା ଗୃହକାର୍ଯ୍ୟ ।  

ଅନ୍ୟମାନଙ୍କୁ ଜଣାନ୍ତୁ।