ବିିମ୍ବାଧର ଭବନକୁ ଉଦଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ

ନିମାପଡା, ପୁରୀ ଜିଲ୍ଲା ନିମାପଡା ଠାରେ ବିମ୍ବାଧର ଭବନକୁ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସ୍ଥାନୀୟ ଅଞ୍ଚଳରେ ଏହା ସେବାଶ୍ରମ ଗୃହ ଭାବେ ପରିଚିତ । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.