ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଛତ୍ରପୁର ପାମ୍ପରା ଏନ୍ଏଚ୍ ୧୬ରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । କୁହୁଡି କାରଣରୁ ରାସ୍ତା ଦେଖାଯାଉନଥିବାରୁ ଗ୍ୟାସ୍ ଟ୍ୟାଙ୍କର ଓଲଟି ପଡିଥିବା ସୂଚନା ମିଳିଛି । ୯ ଘଣ୍ଟାର କଠିନ ପରିଶ୍ରମ ପରେ ଟ୍ୟାଙ୍କରକୁ ଠିଆ କରାଗଲା । ଟ୍ୟାଙ୍କରରୁ ହେଉଥିବା ଗ୍ୟାସ୍ ଲିକକୁ ମଧ୍ୟ ବନ୍ଦ କରାଯାଇଛି । ଏନେଇ ଏନଏଚର ଦୁଇ ପାଶ୍ୱର୍ରେ ରାସ୍ତାକୁ ବନ୍ଦ କରିଥିଲା ପୋଲିସ । ଉଦ୍ଧାର କାର୍ଯ୍ୟରେ ୫ଟି କ୍ରେନ୍, ୬ ଜଣ ବିଶେଷଜ୍ଞ, ଅଗ୍ନିଶମ, ଓଡ୍ରାଫ ଓ ପୋଲିସ ଟିମ୍ ସାମିଲ ହୋଇଥିଲେ । ଉଦ୍ଧାର କାର୍ଯ୍ୟ ପାଇଁ ଯାଉଥିବା ବେଳେ ଓଲଟି ପଡିଲା ପୋଲିସ ଭ୍ୟାନ । ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍