ନବୀକରଣ ଓ ବିଶ୍ବସ୍ତରୀୟ ହେବ ପାରାଦ୍ୱୀପ ବନ୍ଦର

ଭୁବନେଶ୍ୱର: ପାରାଦ୍ୱୀପ ବନ୍ଦର ନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ବିଶ୍ବସ୍ତରୀୟ ହେବ ପାରାଦ୍ୱୀପ ବନ୍ଦର | ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ୍‌ | ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି ଟଙ୍କା | ବଡ଼ ଜାହାଜ ବନ୍ଦରକୁ ଆଣିବାକୁ ବଡ଼ ଡକ୍‌ ଦରକାର, ନବୀକରଣ ପରେ ପାରାଦ୍ୱୀପ ବନ୍ଦରକୁ ବଡ଼ ଜାହାଜ ଆସିପାରିବ | ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ ସୂଚନା ଦେଇଛନ୍ତି |

Leave A Reply

Your email address will not be published.