ଭୁବନେଶ୍ୱର, ଆସନ୍ତା କାଲିଠାରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । କାଲିଠୁ ଟିକା ନେବେ ଆଗଧାଡ଼ିର ପୋଲିସ କର୍ମଚାରୀ । ପ୍ରଥମେ ଡିଜିପି ଅଭୟ ନେବେ କୋରୋନା ଟିକା ଓ ପରେ ହୋମଗାର୍ଡ ଡିଜି ଓ ପୋଲିସ କମିସନର ମଧ୍ୟ କରୋନା ଟିକା ନେବେ । ପୋଲିସ ରିଜର୍ଭ ହସ୍ପିଟାଲ, ସପ୍ତମ ବାଟାଲିଅନ ହସ୍ପିଟାଲ, କମିସନରେଟ ପୋଲିସ ଅଫିସରେ ହେବ ଟିକାକରଣ ।
ଭୁବନେଶ୍ବରର ୧୯ଟି ପ୍ରତିଷ୍ଠାନର ୮୯୩୭ ପୋଲିସ କର୍ମଚାରୀ ଓ ହୋମଗାର୍ଡ କରୋନା ଟିକା ନେବେ ଏବଂ କଟକର ୧୧ଟି ପ୍ରତିଷ୍ଠାନର ୬୮୬୭ ପୋଲିସ କର୍ମଚାରୀ ନେବେ ଟିକା । କଟକ ନେତାଜୀ ଷ୍ଟାଡିୟମରେ ହୋଇଛି ଟିକାକରଣ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍