You are currently viewing ଓଡ଼ିଶାର ୨ଟି ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରୀ : ବରଗଡ଼-ନୂଆପଡ଼ା ଲାଇନ୍ ନିର୍ମାଣରେ ୨, ୯୬୨ କୋଟି

ଓଡ଼ିଶାର ୨ଟି ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରୀ : ବରଗଡ଼-ନୂଆପଡ଼ା ଲାଇନ୍ ନିର୍ମାଣରେ ୨, ୯୬୨ କୋଟି

ଏଏନଏସ : ଓଡ଼ିଶାର ୨ ରେଳଲାଇନ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ। ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଏକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ୧୩୮ କିମି ବରଗଡ଼-ନୂଆପଡ଼ା ରେଳଲାଇନ୍‌ ନିର୍ମାଣରେ ୨, ୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ ସୁନ୍ଦରଗଡ଼ ସବ୍‌ଡେଗାରୁ ଛତିଶଗଡ଼ ଭାଲୁମୁଡ଼ା ଡବଲ୍‌ ଲାଇନକୁ ବି କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।