ମୟୁରଭଞ୍ଜ, ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ 3 କିମି ଚଲାଇବା ଘଟଣାରେ ମୟୂରଭଞ୍ଜ ଶରତ ଥାନା ଅଧିକାରୀ ରୀନା ବକ୍ସଲାଙ୍କୁ ନିଲମ୍ବିତ କରାଯାଇଛି । ନିଜର ମାନବିକତା ଭୁଲି ଜଣେ ଗର୍ଭବତୀ ମହିଳାଙ୍କୁ 3 କିମି ଚଲାଇଥିବାରୁ ତାଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ SP ।
ସୂଚନା ଅନୁସାରେ, ଗତକାଲି ମହିଳା ଜଣକ ବିନା ହେଲମେଟରେ ନିଜ ସ୍ବାମୀଙ୍କ ସହ ଚେକ୍ଅପ ପାଇଁ ଡାକ୍ତରଖାନା ଯାଉଥିଲେ । ପରେ ପୋଲିସ ଚାଲାଣ କାଟିବାରୁ ଅନଲାଇନରେ ଟଙ୍କା ଦେବାକୁ କହିଥିଲେ ବ୍ୟକ୍ତି ଜଣକ । ଏହି ଘଟଣାକୁ ନେଇ ଶରତ ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କ ସହିତ ବିକ୍ରମଙ୍କର କଥା କଟାକଟି ହୋଇଥିଲା। ପରେ ପୋଲିସ ବିକ୍ରମଙ୍କ ଗାଡିକୁ ନିଜ ହେପାଜତକୁ ନେବା ସହିତ ବିକ୍ରମଙ୍କୁ ପୁଲିସ୍ ଗାଡିରେ ବସାଇ ଥାନାକୁ ନେଇଯାଇଥିଲା । କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ ରାସ୍ତାରେ ଛାଡି ଯାଇଥିଲେ । ପରେ ମହିଳା ଜଣକ 3 କିମି ଚାଲି ଚାଲି ଥାନାରେ ପହଞ୍ଚିଥିଲେ । ଏ ବାବଦରେ ବିକ୍ରମ ଉପଖଣ୍ଡ ପୋଲିସ୍ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST