ନିଶା ନିବାରଣ କେନ୍ଦ୍ରରେ ଯୁବକ ମୃତ

ଭୁବନେଶ୍ୱର (2.2.23): ନିଶା ନିବାରଣ କେନ୍ଦ୍ରରେ ଅକଥନୀୟ ଅତ୍ୟାଚାର ଘଟଣା । ଅନ୍ତେବାସୀ ସର୍ବେଶ୍ୱର ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସର୍ବେଶ୍ୱର । ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ସାଇକୃପା ଡି-ଆଡିକ୍ସନନ୍‌ ସେଣ୍ଟର ମାଲିକ ଓ ୨ କର୍ମଚାରୀ ଗିରଫ ।

Leave A Reply

Your email address will not be published.