You are currently viewing ଅଫଲାଇନରେ ହେବ ଯୁକ୍ତ ଦୁଇ ଓ ସିବିଏସଇ ଦଶମ ପରୀକ୍ଷା

ଅଫଲାଇନରେ ହେବ ଯୁକ୍ତ ଦୁଇ ଓ ସିବିଏସଇ ଦଶମ ପରୀକ୍ଷା

ଭୁବନେଶ୍ବର, ସିବିଏସଇ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଫେବ୍ରୁଆରିରେ ପରୀକ୍ଷା ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ଅନଲାଇନରେ ଶିକ୍ଷାଦାନ ଜାରି ରହିଛି । ଅଫଲାଇନରେ ପରୀକ୍ଷା ନେଇ ସିବିଏସଇ କହିଛି । ସେହି ଅନୁସାରେ ପରୀକ୍ଷା କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।