ଛାଡି ଚାଲି ଯିବ ସୁନ୍ଦରୀ

ଅନୁଗୁଳ, ଦୁଇଦିନର ପରିଶ୍ରମ ପରେ ବାଘୁଣୀ ସୁନ୍ଦରୀ ଏନକ୍ଲୋଜରରେ ନପଡିବା ଯୋଗୁ ଶେଷରେ ଟ୍ରାଙ୍କୁଲାଇଜର ମାଧ୍ୟମରେ ସୁନ୍ଦରୀକୁ କାବୁ କରିବାକୁ ସକ୍ଷମ ହୋଇଛନ୍ତି ବନ କର୍ମଚାରୀ । ଯଦି ସବୁ ଠିକଠାକ ରୁହେ ଆଜି ସୁନ୍ଦରୀକୁ ମଧ୍ୟପ୍ରଦେଶ ପଠାଯିବାର ସମ୍ଭାବନା ରହିଛିା

Leave A Reply

Your email address will not be published.