ରାଜଧାନୀରୁ ୩୦ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମୁଥିବାବେଳେ ରାଜଧାନୀରେ ବି ସଂକ୍ରମଣ ସଂଖ୍ୟା ତଳ ମୁହାଁ ରହିଛି | ଆଜି ଭୁବନେଶ୍ୱରରୁ ୩୦ ନୂଆ କରୋନା ପଜିଟିଭ ଚିହ୍ନଟ ,ସୁସ୍ଥ ସଂଖ୍ୟା ୩୧ |କ୍ୱାରେଣ୍ଟିଂ ସେଣ୍ଟରରୁ ୭ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୨୩ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି |

ତେବେ ଭୁବନେଶ୍ୱରରୁ ସମୁଦାୟ ପଜିଟିଭ ସଂଖ୍ୟା ୩୧୩୭୦,ସୁସ୍ଥ ସଂଖ୍ୟା ୩୦୭୪୯ ,ମୃତ୍ୟୁ ସଂଖ୍ୟା ୨୩୨ ରହିଛି |କରୋନାରେ ଆକ୍ଟିଭ ସଂଖ୍ୟା ୩୬୮ ରହିଛି |

Leave A Reply

Your email address will not be published.