You are currently viewing ରାଜ୍ୟରୁ ୩୩୪ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରୁ ୩୩୪ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଆଜି ରାଜ୍ୟରୁ ୩୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସଙ୍ଗରୋଧ କେନ୍ଦ୍ରରୁ ୧୯୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୪୦ ରହିଛି | ଯାହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ଆଜି ଅନୁଗୁଳ ୨୩ ,ବାଲେଶ୍ୱର ୧୮ ,ବରଗଡ଼ ୧୦ ,ଭଦ୍ରକ ୧୦ ,ବଲାଙ୍ଗୀର ୨୭ ,ବୌଦ୍ଧ ୨ ,କଟକ ୨୬ ,ଦେବଗଡ ୧ ,ଢେଙ୍କାନାଳ ୧,ଗଜପତି ୧, ଗଞ୍ଜାମ ୫ ,ଜଗତସିଂହପୁର ୩ ,ଯାଜପୁର ୧୩ ,ଝାରସୁଗୁଡା ୧୪ ,କଳାହାଣ୍ଡି ୫ ,କନ୍ଧମାଳ ୧ ,କେନ୍ଦ୍ରାପଡା ୧୬ ,କେନ୍ଦୁଝର ୫ ,ଖୋର୍ଦ୍ଧା ୩୦,କୋରାପୁଟ ୧ ,ମୟୁରଭଞ୍ଜ ୨୦ ,ନବରଙ୍ଗପୁର ୧ ,ନୟାଗଡ ୧ ,ନୂଆପଡା ୧୩ ,ପୁରୀ ୧ ,ରାୟଗଡା ୯ ,ସମ୍ବଲପୁର ୩୦ ,ସୁନ୍ଦରଗଡ ୪୦,ସୋନପୁର ୧ ପଜିଟିଭ ଚିହ୍ନଟ ହୋଇଛନ୍ତି |

ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୮୨୦୧ ,ସୁସ୍ଥ ସଂଖ୍ୟା ୩୨୩୩୭୮ | ସମୁଦାୟ ସକ୍ରିୟ ସଂଖ୍ୟା ୨୯୧୩ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୪୦୬ |

ଅନ୍ୟମାନଙ୍କୁ ଜଣାନ୍ତୁ।