ଆଜି ରାଜ୍ୟରୁ ୩୫୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୩୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସଙ୍ଗରୋଧ କେନ୍ଦ୍ରରୁ ୧୯୯ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୫୭ ରହିଛି | ଯାହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ଆଜି ଅନୁଗୁଳ ୨୯ ,ବାଲେଶ୍ୱର ୨୬ ,ବରଗଡ଼ ୧୭ ,ଭଦ୍ରକ ୭ ,ବଲାଙ୍ଗୀର ୧୦ ,କଟକ ୧୯ ,ଢେଙ୍କାନାଳ ୧,ଗଜପତି ୨ , ଗଞ୍ଜାମ ୪ ,ଜଗତସିଂହପୁର ୧୩ ,ଯାଜପୁର ୯ ,ଝାରସୁଗୁଡା ୬ ,କଳାହାଣ୍ଡି ୭,କନ୍ଧମାଳ ୧ ,କେନ୍ଦ୍ରାପଡା ୯ ,କେନ୍ଦୁଝର ୬ ,ଖୋର୍ଦ୍ଧା ୪୧ ,ମୟୁରଭଞ୍ଜ ୨୯ ,ନବରଙ୍ଗପୁର ୩ ,ନୟାଗଡ ୨ , ନୂଆପଡା ୧୮ ,ପୁରୀ ୨୦ ,ରାୟଗଡା ୪ , ସମ୍ବଲପୁର ୨୫ , ସୋନପୁର ୧ ,ସୁନ୍ଦରଗଡ ୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି |
ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୫୮୬୧ ,ସୁସ୍ଥ ସଂଖ୍ୟା ୩୨୦୯୪୭ | ସମୁଦାୟ ସକ୍ରିୟ ସଂଖ୍ୟା ୩୦୨୯ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୬୩ |

Leave A Reply

Your email address will not be published.