ଆଜି ଭୁବନେଶ୍ୱରରୁ ୩୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୩୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ‘ ସୁସ୍ଥ ସଂଖ୍ୟା ୨୧ | ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି |

ତେବେ ଭୁବନେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୩୧୨୭୩,ସୁସ୍ଥ ସଂଖ୍ୟା ୩୦୬୬୬ ,ମୃତ୍ୟୁ ସଂଖ୍ୟା ୨୩୦ |ସମୁଦାୟ କରୋନା ପଜିଟିଭ ସକ୍ରିୟ ଅଛନ୍ତି ୩୫୬ |ସେପଟେ ଆଜି ରାଜ୍ୟରୁ ୩୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି , ମୃତ୍ୟୁ ସଂଖ୍ୟା ୫ |

Leave A Reply

Your email address will not be published.