ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୩୭ କରୋନା ପଜିଟିଭ ଚିହ୍ନଟ , ସୁସ୍ଥ ସଂଖ୍ୟା ୨୯ | ସଙ୍ଗରୋଧ କେନ୍ଦ୍ରରୁ ୧୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୨ ରହିଛି |ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ ପଜିଟିଭ ସଂଖ୍ୟା ୩୧୨୩୬,ସୁସ୍ଥ ସଂଖ୍ୟା ୩୦୬୪୫ ,ମୃତ୍ୟୁ ସଂଖ୍ୟା ୨୩୦ |ମୋଟ ୩୪୦ କରୋନା ପଜିଟିଭ ସକ୍ରିୟ ଅଛନ୍ତି |
ସେପଟେ ରାଜ୍ୟରୁ ଆଜି ୪୦୭ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୫ ରହିଛି |