You are currently viewing ଆଜି ରାଜ୍ୟ କ୍ୟାବିନେଟ

ଆଜି ରାଜ୍ୟ କ୍ୟାବିନେଟ

ଭୁବନେଶ୍ବର, ଆଜି ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଲାଗି ପାରେ ମୋହର । ମିିଳିଥିବା ସୂଚନା ମୁତାବକ ଉଚ୍ଚଶିକ୍ଷା, ଗଣଶିକ୍ଷା,. ସ୍ୱାସ୍ଥ୍ୟ ଓ ପରିମଳ ତଥା ରାଜ୍ୟରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।